Jump to content

ଭୁତା

ଉଇକିଅଭିଧାନ‌ରୁ

ଭୁତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଭୁତିଆ—ଅନ୍ୟରୂପ)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଓଲ୍ଲୁ —୧. Foolish; stupid.
୨. ଭୂତ ପରି କଦାକାର ଓ କଳା —୨. Unseemly like a ghost.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ପୁରୁଷଙ୍କୁ ଦିଆଯିବା ନାମ —A name given to males.