Jump to content

ଭୁତିଆ

ଉଇକିଅଭିଧାନ‌ରୁ

ଭୁତିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ଅନାଦରାର୍ଥକ)

[ସମ୍ପାଦନା]

ଭୁତା ନାମକ ବ୍ୟକ୍ତିର ଡାକ ନାମ —Corruption of the name Bhutā

ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଏକଜାତୀୟ ପାଣିଛୁଆଁ ଗଉଡ଼ —A class of cowherds.

ପ୍ରାଦେଶିକ - (ଭତ୍ରି ଭାଖା) ବିଶେଷ୍ୟ -

[ସମ୍ପାଦନା]

ମୁଲିଆ —Labourer.