ଭୁବଃ
ଦେଖଣା
ଭୁବଃ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ଅ (ଭୁ ଧାତୁ+ କର୍ତ୍ତୃ. ଅସ୍)
[ସମ୍ପାଦନା]- ୧. ପୃଥିବୀର ଉପରିସ୍ଥ ସପ୍ତସ୍ୱର୍ଗର ଅନ୍ତର୍ଗତ ଭୁବନ; ଅନ୍ତରୀକ୍ଷ —୧. The atmosphere; ether; the world or sphere immediately above the earth.
- ୨. ଗାୟତ୍ରୀର ବ୍ୟାହୃତିତ୍ରୟ (ଭୁଃ, ଭୂବଃ, ସ୍ୱଃ) ମଧ୍ୟରୁ ଏକ —୨. One of the three Byāhṛutis.
- ୩. ଚନ୍ଦ୍ର —୩. The moon.
- ୪. ଅଗ୍ନି —୪. Fire.