Jump to content

ଭୁବନେଶ୍ୱରୀ

ଉଇକିଅଭିଧାନ‌ରୁ

ଭୁବନେଶ୍ୱରୀ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Bhubaneṡwari
  • ଆଇ.ପି.ଏ. — bʰˈɔ hɾˈɔʃʃoˌukaɾ bˈɔ nˈɔ ˈekaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ɾˈɔ dˈiːɾɡʰikˌaɾ

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଭୁବନେଶ୍ୱର+ଈ)

[ସମ୍ପାଦନା]
୧. ପାର୍ବତୀ; ଦୁର୍ଗା —୧. Durgā.
୨. ଦଶ ମହାବିଦ୍ୟା ମଧ୍ୟରେ ଦେବୀ ତ୍ରିପୁରସୁନ୍ଦରୀ —୨. One of the ten Tantric incarnations of Durgā

[ଦ୍ରଷ୍ଟବ୍ୟ — ଏ ଚତୁର୍ଭୁଜା, ପାଶାଙ୍କୁଶବରାଭୟହସ୍ତା, ତ୍ରିନୟନା, ଅର୍ଦ୍ଧେନ୍ଦୁଶେଖରା, ରକ୍ତବର୍ଣ୍ଣା, ସୁଭୁଷଣା, ଓ ପଦ୍ମାସନା ରୂପରେ କଳ୍ପିତା]