Jump to content

ଭୁବନେଶ୍ୱର କବିଚନ୍ଦ୍ର

ଉଇକିଅଭିଧାନ‌ରୁ

ଭୁବନେଶ୍ୱର କବିଚନ୍ଦ୍ର

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Bhubaneṡwara kabichandra
  • ଆଇ.ପି.ଏ. — bʰˈɔ hɾˈɔʃʃoˌukaɾ bˈɔ nˈɔ ˈekaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ɾˈɔ kˌʌbitʃˈʌndɾɔ

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଓଡ଼ିଆକବି —Name of an Oriya poet.

[ଦ୍ରଷ୍ଟବ୍ୟ —ଏ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟ ହିଞ୍ଜଳ ଗ୍ରାମର ଲୋକ; ସେ ଜାତିରେ ବ୍ରାହ୍ମଣ; ୧୮୪୬: ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରି ୧୮୯୨: ଖ୍ରୀଷ୍ଟାବ୍ଦରେ ସ୍ୱର୍ଗାରୋହଣ କରି— ଥିଲେ ତାଙ୍କ ଚରିତ ଗ୍ରନ୍ଥମାନଙ୍କ ମଧ୍ୟରେ ସୀତେଶବିଳାସ ବାସୁଦେବ ବିଳାସ, ପ୍ରବନ୍ଧମାଳା ପ୍ରଧାନ ତାରିଣୀଚରଣ ଉତ୍କଳ ସାହିତ୍ୟର ଇତିହାସ]