ଭୁବନେଶ୍ୱର ବଡ଼ ପଣ୍ଡା
ଜନୈକ ଉତ୍କଳୟୀ ପଣ୍ଡିତ ଓ ସ୍ମୃତିକାର —Name of a learned Paṇḍit and author.
[ଦ୍ରଷ୍ଟବ୍ୟ — ଏ ଉତ୍କଳୀୟ ବ୍ରାହ୍ମଣ, ତିଗିରିଆ ଗଡ଼ଜାତବାସୀ, ସ୍ମୃତିକାର ଓ ଅଳଙ୍କାର ଶାସ୍ତ୍ରପ୍ରଣେତା ରାଜାଙ୍କ ବିରାଗ— ଭାଜନ ହୋଇ ରାଜ୍ୟରୁ ବିତାଡ଼ିତ ହୋଇଥିଲା ଜଗବନ୍ଧୁ ପ୍ରାଚୀନ ଉତ୍କଳ]