Jump to content

ଭୁଭାର

ଉଇକିଅଭିଧାନ‌ରୁ

ଭୁଭାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଭୃ+ ଭାର)

[ସମ୍ପାଦନା]
୧. ପୃଥୀବୀର ଭାର — ୧. The burden of the earth.
୨. ପୃଥିବୀର ପାପର ପ୍ରାବଲ୍ୟ —୨. The prevalence of sin in the world.