ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]
ଗଞ୍ଜାମ ଜିଲ୍ଲାର ଓଡ଼ିଆ ପାଟକବିଶେଷ — A low caste of Ṡudras in the district of Ganjam.
[ଦ୍ରଷ୍ଟବ୍ୟ —ଏମାନେ କୋଟାପାଡ଼ ଓ ସାଲିମା ଅଞ୍ଚଳରେ ବାସ କରନ୍ତି ଏମାନେ ମଦ୍ୟପ, ଅନାର୍ଯ୍ୟ ଶୂଦ୍ର ଏମାନେ ପାଣି ଦେଲେ ବ୍ରାହ୍ମଣମାନେ ଗୋଡ଼ ହାତ ଧୁଅନ୍ତି, କିନ୍ତୁ ପିଅନ୍ତି ନାହିଁ]