ଭୁମିକା
ଦେଖଣା
ଭୁମିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଭୁମି+କ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ବକ୍ତବ୍ୟ ବିଷୟର ବା ଗ୍ରନ୍ଥର ଅବତରଣୀକା; ପୂର୍ବାଭାସ ବା ସୂଚନା — ୧. Introduction to a book or discourse.
- ୨. ପତ୍ତନ; ମୂଳଦୁଆ —୨. Foundation
- ୩. ସଜ୍ଜା; ବେଶଧାରଣ —୩. Putting on of a dress; toilet.
- ୪. ରୂପାନ୍ତରପରିଗ୍ରହ —୪. Changing of form.
- ୫. ରଚନା —୫. Composition.
- ୬. (ଦର୍ଶନ ଶାସ୍ତ୍ର) ଚିତ୍ତର ଅବସ୍ଥାବିଶେଷ —୬. A condition of the mind.
- ୭. ବେଶ ବଦଳାଇବା — ୭. Charging of dress.