Jump to content

ଭୁରୁଚୁକା

ଉଇକିଅଭିଧାନ‌ରୁ

ଭୁରୁଚୁକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୟଚକିତ)

[ସମ୍ପାଦନା]
୧. ଭୁଚୁକା; ଗୋଡ଼ାଇ ଥିବା କୁକୁରକୁ ଶୃଗାଳର ଏଡିବା କର୍ମ —The jackal'e evading the pursuit of a dog.

[ଦ୍ରଷ୍ଟବ୍ୟ —ବିଲୁଆମାନଙ୍କୁ କୁକୁର ଆକ୍ରମଣ କରିବାକୁ

ଗୋଡ଼ାଇଥିବାବେଳେ କୁକୁରକୁ ବିଲୁଆ ପଛରେ ଲାଗିଯିବା ଅବସ୍ଥା ଦେଖିଲେ ବିଲୁଆ ଭୟଚକିତ ହୋଇ ଗୋଟିଏ ଉତ୍କଟ ଦୁର୍ଗନ୍ଧ ଅଧୋବାୟୁ ତ୍ୟାଗ କରେ ଓ ତହିଁର ଅସହ୍ୟ ଦୁର୍ଗନ୍ଧକୁ କୁକୁର ସମ୍ଭାଳି ନ ପାରି ଥମିଯାଏ ଓ ଇତ୍ୟ— ବସରରେ ବିଲୁଆ ପଳାଇଯାଏ ଏହାକୁ ଭୁରଚୁକା ବା ଭୁଚୁକା ବୋଲାଯାଏ] 
୨. ଭଣ୍ଡାଇବା; ଧପା ମାରିବା — ୨. Cheating.