Jump to content

ଭୁରୁଡ଼ୁ

ଉଇକିଅଭିଧାନ‌ରୁ

ଭୁରୁଡ଼ୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦମ୍ଭପୂର୍ବକ ପ୍ରତ୍ୟାଖ୍ୟାନ କରିବା; ଦମ୍ଭ— ପୂର୍ବକ ସତକଥାକୁ ନ ମାନିବା; ଦାମ୍ଭିକତା —୧. Effrontery.
୨. ଠକାମି — ୨. Cheating.
୩. ଦାମ୍ଭିକତାପୂର୍ବକ ନିଜ ଦୋଷର ଅସ୍ୱୀକାର —୩. Brazen-faced denial of one's guilt.