ଭୁରୁସଙ୍ଗ
ଦେଖଣା
ଭୁରୁସଙ୍ଗ
ଉଚ୍ଚାରଣ
[ସମ୍ପାଦନା][ଭୁର୍ସ(ସୁ)ଙ୍ଗ(ଙ୍ଗା)—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଭୁରୁସଙ୍ଗ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୂରିସୁଗନ୍ଧ; ଅନ୍ୟ ସଂସ୍କୃତ - ନାମ କାଳଶାକ. କୃଷ୍ଣନିମ୍ୱ; ସୁରଭିନିମ୍ୱ)
[ସମ୍ପାଦନା]ନାରଙ୍ଗାଦିବର୍ଗର ଛୋଟ ତରୁ
[ଦ୍ରଷ୍ଟବ୍ୟ —ଏଥିର ପତ୍ର କାମିନୀଗଛର ପତ୍ର ପରି, କିନ୍ତୁ କୁବ୍ ସୁଗନ୍ଧଯୁକ୍ତ ତରକାରୀରେ ଓ କାଞ୍ଜିରେ ଏ ପତ୍ରକୁ ବଘାରନ୍ତି ଓ ଚଟଣି କରନ୍ତି] —Curry-leaf tree; Murraya Keonigii; Bergera Keonigii.