ଭୁର୍ଚୁକା
ଦେଖଣା
ଭୁର୍ଚୁକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭୁର୍ଚୁକା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୟଚକିତ)
[ସମ୍ପାଦନା]- ୧. ଭୁଚୁକା; ଗୋଡ଼ାଇ ଥିବା କୁକୁରକୁ ଶୃଗାଳର ଏଡ଼ିବା କର୍ମ —The jackal'e evading the pursuit of a dog.
[ଦ୍ରଷ୍ଟବ୍ୟ —ବିଲୁଆମାନଙ୍କୁ କୁକୁର ଆକ୍ରମଣ କରିବାକୁ ଗୋଡ଼ାଇଥିବାବେଳେ କୁକୁରକୁ ବିଲୁଆ ପଛରେ ଲାଗିଯିବା ଅବସ୍ଥା ଦେଖିଲେ ବିଲୁଆ ଭୟଚକିତ ହୋଇ ଗୋଟିଏ ଉତ୍କଟ ଦୁର୍ଗନ୍ଧ ଅଧୋବାୟୁ ତ୍ୟାଗ କରେ ଓ ତହିଁର ଅସହ୍ୟ ଦୁର୍ଗନ୍ଧକୁ କୁକୁର ସମ୍ଭାଳି ନ ପାରି ଥମିଯାଏ ଓ ଇତ୍ୟ— ବସରରେ ବିଲୁଆ ପଳାଇଯାଏ ଏହାକୁ ଭୁରଚୁକା ବା ଭୁଚୁକା ବୋଲାଯାଏ]
- ୨. ଭଣ୍ଡାଇବା; ଧପା ମାରିବା — ୨. Cheating.
ଭୁର୍ଚୁକା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଭୁରୁଚୁକା (ଦେଖ) - Bhuruchukā (See)