ଭୁର୍ ଚୁକା ଦେବା
ଦେଖଣା
ଭୁର୍ ଚୁକା ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭୁର୍ ଚୁକା ଦେବା
|
ଭୁରଚୁକ ବତା(ତେ)ଇବା, (ମାରିବା)ଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ବିଲୁଆ) ଗୋଡ଼ାଇଥିବା କୁକୁରକୁ ଏଡ଼ିବା —୧. To elude the pursuit of the chasing hound (said of a jackal).
- ୨. ଧପ୍ପା ମାରିବା; ଠକାଇବା —୨. To elude a person; to cheat a person.