ଭୁଲତା
ଭ୍ରୃଲତା; ଆଖି ଉପରେ ଥିବା ରୋମରେଖା —Eye-brow.
[ଉ—ଭ୍ରୂଲତା— ଭଙ୍ଗି ତାର, ଇନ୍ଦ୍ରଧନୁ ଆକାର, ଶର ମାରୁଛି ମୋ ହୃଦକୁ ଚାହିଁରେ ସଙ୍ଗୀତ]