ଭୁଲା
ଦେଖଣା
ଭୁଲା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ନାମ
[ସମ୍ପାଦନା]ନର୍ମଦାର ସଙ୍ଗମସ୍ଥଳ ପ୍ରଦେଶରେ ଜନ୍ମ ହୋଇଥିବା ସପ୍ତଦଶଶତାବ୍ଦୀୟ ଜନୈକ ଜ୍ୟୌତିଷୀ— ('ଗ୍ରହ ଗଣିତ ଚିନ୍ତାମଣି' ନାମକ ଗ୍ରନ୍ଥର ରଚୟିତା) — A celebrated ୧୭th century Indian astronomer.
[ଭୁଲୀ—ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଭୁଲିବା — Forgetting; oblivion.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯେ ଭୁଲ କରେ —୧. Committing mistakes; erring.
- ୨. ଭୋଳା; ଯେ ଭୁଲିଯାଏ —
୨. Forgetful.
[ଉ—ଭୁଲା ମନ, ଭୁଲୁ କାହିଁକି? ଭଜନ]