ଭୁଲିଙ୍ଗ
ପୌରାଣିକ ବୃହତ୍ ପକ୍ଷୀବିଶେଷ — A kind of fabulous bird (like Phoenix.
(ଉ—ସେ ବନ ଚାରି ପାଖେ ଭାରୁଣ୍ଡ ଭୁଲିଙ୍ଗ, ପକ୍ଷୀ ସିଂହ ରହି ଅଛନ୍ତି ହୋଇ ସଙ୍ଗ କୃଷ୍ଣସିଂହ. ମହାଭାରତ. ଶାନ୍ତି ପର୍ବ)