ଭୁଳ
ଦେଖଣା
ଭୁଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ଉତ୍ତର ଗଡ଼ଜାତ, ବାଲେଶ୍ୱର)
[ସମ୍ପାଦନା]- ୧. ଭୋଳ (ଦେଖ) - —୧. Bhoḻa (See)
- ୨. (ବାଲେଶ୍ୱର ସମୁଦ୍ର ଉପକୂଳ) ଲୁଣୀମାଟି ଯାହାକୁ କି ପାଣିରେ ଗୋଳି ନିଆଁ ଉପରେ ଫୁଟାଇଲେ ପାଣି ମରିଯାଇ ପଙ୍ଗା ଲୁଣ ମରାଯାଏ —୨. Earth (near the Balasore sea-coast in Orissa) yielding salt by being mixed with water and then boiled dry.