Jump to content

ଭୁଶଣ୍ଡୀ

ଉଇକିଅଭିଧାନ‌ରୁ

ଭୁଶଣ୍ଡୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ.

[ସମ୍ପାଦନା]

ପ୍ରାଚୀନ ଭାରତର ଆଗ୍ନେୟାସ୍ତ୍ର ବିଶେଷ — A kind of frearm of ancient India.

[ଦ୍ରଷ୍ଟବ୍ୟ —ଏହା ବାହୁତ୍ରୟ ପରିମିତ ଲମ୍ୱା ବଡ଼ ବଡ଼ ଗ୍ରନ୍ଥି ଯୁକ୍ତ ଓ ସ୍ଥୂଳକାୟ ଏହାର ବର୍ଣ୍ଣ କୃଷ୍ଣ, ଏହା ସର୍ପପରି ଉଗ୍ରଦର୍ଶନ ଏହା ପାତନ ଏବଂ ଘୂର୍ଣ୍ଣନ ଭଉୟ ଗତି ବିଶିଷ୍ଟ]