ଭୁଶା
ଦେଖଣା
ଭୁଶା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଭୁଶିବା —୧. Goring.
- ୨. କେଞ୍ଚିବାଦ୍ୱାରା ପ୍ରହାର —୨. A goring stroke.
(ଉ—ଘୋରତର କାମ କାତି ଭୁଶାରେ କବିସୂର୍ଯ୍ୟ. ରତ୍ନାକର ଚମ୍ପୂ. ଘ ଗୀତ)
- ୩. ଯଷ୍ଟିର ମୂଳଦ୍ୱାରା କେଞ୍ଚ —୩. Poking with the end of a rod.
ଦେଶଜ - ବିଶେଷଣ -
[ସମ୍ପାଦନା]ଶିଥିଳ (ମାଟି); ଯାହା ଉପରେ ଚାଲିଲା ବେଳକୁ ଗୋଡ଼ ତଳକୁ ଗଡ଼ି ପଡ଼େ —Loose (earth or sand.)