Jump to content

ଭୁଶୁଡ଼ିବା

ଉଇକିଅଭିଧାନ‌ରୁ

ଭୁଶୁଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଭୁଶୁଡ଼ି ପଡ଼ିବା, ଭୁଶୁଡ଼ି ଯିବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଭ୍ରଷ୍ଟ, ତୁଳ ପ୍ରା. ଭ୍ରସ୍ସିତେ କିମ୍ୱା ସଂସ୍କୃତ - ଧ୍ୱନ୍ସ ଧାତୁ ଧ୍ୱସ୍ତ)

[ସମ୍ପାଦନା]
୧. ନଦୀର ବା କୂପାଦିର କୂଳର ମାଟି ଛାଡ଼ିଯାଇ ତଳକୁ ଖସି ପଡ଼ିବା —୧. To collapse; to come down (said of portion of the soil on the bank of a river or well.
୨. ସ୍ଖଳିତ ହେବା; ସ୍ଥାନଚ୍ୟୁତ ହେବା —୨. To give way.

(ଉ—ଭୁଶୁଡ଼ିବଟି ସତୀବ୍ରତ ନିୟମ ଧୃତି— କବିସୂର୍ଯ୍ୟ. କିଶୋରୀଚମ୍ପୂ. ଭ ଗୀତ)