ଭୁଶୁଣ୍ଡୀ
ଦେଖଣା
ଭୁଶୁଣ୍ଡୀ
ଉଚ୍ଚାରଣ
[ସମ୍ପାଦନା]ଭୁଷଣ୍ଡ, ଭୁଷଣ୍ଡୀ, ଭୁଶୁଣ୍ଡୀକାକଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ଯୋଗବାଶିଷ୍ଠ ରାମାୟଣ ବର୍ଣ୍ଣିତ)
[ସମ୍ପାଦନା]ତ୍ରିକାଳଜ୍ଞ; ତ୍ରିଯୁଗଦର୍ଶୀ କାକ; ଚିରଞ୍ଜୀବୀ କାକ —A mythological immortal crow.
[ଦ୍ରଷ୍ଟବ୍ୟ —ଏ କାକ ବିଷ୍ଣୁକୁଣ୍ଡରେ ସ୍ନାନ କରି ଚତୁର୍ଭୁଜ ହେଲା ଓ ଚିରଞ୍ଜୀବୀ ଦେଲା; ପୁରୀ ବଡ଼ ଦେଉଳର ଗୋଟିଏ କୁଣ୍ଡରେ ଭୁଶୁଣ୍ଡୀକାକର ମୂର୍ତ୍ତି ଅଛି]
ଭୁଶୁଣ୍ଡୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ.
[ସମ୍ପାଦନା]ପ୍ରାଚୀନ ଭାରତର ଆଗ୍ନେୟାସ୍ତ୍ର ବିଶେଷ — A kind of frearm of ancient India.
[ଦ୍ରଷ୍ଟବ୍ୟ —ଏହା ବାହୁତ୍ରୟ ପରିମିତ ଲମ୍ୱା ବଡ଼ ବଡ଼ ଗ୍ରନ୍ଥିଯୁକ୍ତ ଓ ସ୍ଥୂଳକାୟ ଏହାର ବର୍ଣ୍ଣ କୃଷ୍ଣ, ଏହା ସର୍ପପରି ଉଗ୍ରଦର୍ଶନ ଏହା ପାତନ ଏବଂ ଘୂର୍ଣ୍ଣନ ଭଉୟ ଗତି ବିଶିଷ୍ଟ]