Jump to content

ଭୁସା

ଉଇକିଅଭିଧାନ‌ରୁ

ଭୁସା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଭୁଶିବା —୧. Goring.
୨. କେଞ୍ଚିବାଦ୍ୱାରା ପ୍ରହାର —୨. A goring stroke.

(ଉ—ଘୋରତର କାମ କାତି ଭୁଶାରେ କବିସୂର୍ଯ୍ୟ. ରତ୍ନାକର. ଚମ୍ପୂ ଘ ଗୀତ)

୩. ଯଷ୍ଟିର ମୂଳଦ୍ୱାରା କେଞ୍ଚ —୩. Poking with the end of a rod.

ଦେଶଜ - ବିଶେଷଣ -

[ସମ୍ପାଦନା]

ଶିଥିଳ (ମାଟି); ଯାହା ଉପରେ ଚାଲିଲା ବେଳକୁ ଗୋଡ଼ ତଶକୁ ଗଡ଼ି ପଡ଼େ —Loose (earth or sand.)