Jump to content

ଭୁସି ହେବା

ଉଇକିଅଭିଧାନ‌ରୁ

ଭୁସି ହେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ମୁନିଆଁ ଅସ୍ତ୍ର ବା ଶୃଙ୍ଗଦ୍ୱାରା ଫୋଡ଼ି ହୋଇ ଯିବା —To be pierced with a sharp weapon or the horn of an animal.

[ଉ— ଯେ ଶିଖଣ୍ଡଚୂଳ ନୟନକୁନ୍ତରେ ଦିନେ ନୋହିଥିବ ଭୂସି କବିସୂର୍ଯ୍ୟ. ସଙ୍ଗୀତ କଳ୍ପଲତା]