ଭୂଇଁମୂଳ
ମୁସଲମାନ୍ ଅମଳରେ ବିଶୋଇ ଅଧୀନରେ କାର୍ଯ୍ୟ କରୁଥିବା କାନୁନ୍ଗୋ (ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହି ଅର୍ଥରେ ପୁରୀ ଓ ଖୋରଧା ଅଞ୍ଚଳରେ ଏ ଶବ୍ଦ ପ୍ରଚଳିତ ହେଉଅଛି ) —Accountant (during the Moslem rule in Orissa)