Jump to content

ଭୂଇଁ କାମଡ଼ା

ଉଇକିଅଭିଧାନ‌ରୁ

ଭୂଇଁ କାମଡ଼ା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ବୈଦ୍ୟକ) ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ଲତା ===

[ଦ୍ରଷ୍ଟବ୍ୟ — ଏହାର ପତ୍ରରସ ଦୁଧ ସହିତ ବାଟି ପାନ କଲେ ମେହରୋଗ ପ୍ରଶମିତ ହୁଏ ଦ୍ରବ୍ୟଗୁଣ କଳ୍ପଦ୍ରୁମ] A kind of medicinal creeper Merremia Emarginata.

[ଦ୍ରଷ୍ଟବ୍ୟ —ଏହା କଳମ୍ୱାଦିବର୍ଗର ଲତା; ଭୂମିରେ ମାଡ଼େ; ଏହାର ପ୍ରତି ଗଣ୍ଠିରୁ ଚେର ବାହାରେ; ପତ୍ର ଅର୍ଦ୍ଧଚନ୍ଦ୍ରାକାର, ଡେମ୍ଫ ଲମ୍ୱ, ଫୁଲ ଛୋଟ ହଳଦିଆ— ଯୋଗେଶ୍ଚନ୍ଦ୍ର]