Jump to content

ଭୂଇଁ ପଟକା

ଉଇକିଅଭିଧାନ‌ରୁ

ଭୂଇଁ ପଟକା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ଝୋଟ ସୂତା ଗୁଡ଼ାଇ ତିଆରି ହୋଇଥିବା ଗୋଲାକୃତି ପଟକାବିଶେଷ — A kind of crackers.

[ଦ୍ରଷ୍ଟବ୍ୟ —ଏହାକୁ ଭୂଇଁ ଉପରେ କଚାଡ଼ି ଦେଲେ ଏହା ସଶବ୍ଦରେ ଫାଟିଯାଏ]