ସଂସ୍କୃତ - ବିଶେଷ୍ୟ - ଭୂ=ପୃଥିବୀ+ଗୋଳ=ମଣ୍ଡଳ
[ସମ୍ପାଦନା]
- ୧. ଗୋଲାକାର ପୃଥିବୀ —୧. The terrestrial globe.
- ୨. ଭୂମଣ୍ଡଳ —୨. The earth.
- ୩. ପୃଥିବୀର ଉପରିସ୍ଥ ବିଷୟ— ସମ୍ୱନ୍ଧୀୟ ତତ୍ତ୍ୱଜ୍ଞାପକ ବିଦ୍ୟାବିଶେଷ —୩. Geography.
[ଦ୍ରଷ୍ଟବ୍ୟ —ଭୂଗୋଳ ତ୍ରିବିଧ; ରାଜନୀତିକ, ପ୍ରାକୃତିକ ଓ ବାଣିଜ୍ୟିକ]