ଭୂତଘ୍ନ
ଦେଖଣା
ଭୂତଘ୍ନ
ଉଚ୍ଚାରଣ
[ସମ୍ପାଦନା](ଭୂତଘ୍ନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଭୂତ+ହନ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଯେଉଁ ଔଷଧାଦି ପ୍ରୟୋଗଦ୍ୱାରା ମନୁଷ୍ୟଠାରୁ ଭୂତ ଛାଡ଼େ — ୧. (a medicine) Used in freeing persons possessed of evil spirits; to exorcise evil spirits from persons.
- ୨. ଓଟ; ଉଷ୍ଟ୍ର —୨. The camel.
- ୩. ରସୁଣ — ୩. Garlic.
- ୪. ଭୂର୍ଜ ବୃକ୍ଷ —୪. Birch tree.