ଭୂତା
ଦେଖଣା
ଭୂତା
ଉଚ୍ଚାରଣ
[ସମ୍ପାଦନା](ଭୂତି, ଭୁତିଆ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ଭୂତର ସ୍ତ୍ରୀଲିଙ୍ଗ —Feminine of Bhūta.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କାର୍ତ୍ତିକ କୃଷ୍ଣଚତୁର୍ଦ୍ଦଶୀ —The ୧୪th day of the dark fortnight of the month of Kārttika.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦାୟିତ୍ୱଜ୍ଞାନଶୂନ୍ୟ ଲୋକ — ୧. (A man) Without any sense of responsibility.
- ୨. ଅସାବଧାନ ବ୍ୟକ୍ତି —୨. A careless person.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କୁ ଦିଆଯିବା ନାମ — A name given to males.