Jump to content

ଭୂତି

ଉଇକିଅଭିଧାନ‌ରୁ

ଭୂତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଭୂ. ଧାତୁ+କରଣ. ତି)

[ସମ୍ପାଦନା]
୧. ମହାଦେବଙ୍କ ଅଷ୍ଟୈଶ୍ୱର୍ଯ୍ୟ (ମହିମା, ଅଣିମା, ଲଘିମା, ବ୍ୟାପ୍ତି, ପ୍ରାକାମ୍ୟ, ବଶିତା, ଈଶିତା, କାମାବଶାୟିତା) —୧. The eight divine attributes of God Ṡiba.
୨. ବିଭୂତି; ଭସ୍ମ —୨. Ashes.
୩. ବୈଶ୍ୟଜାତିର ଉପାଧି — ୩. A title of the B&aline;i̱ṡyas.
୪. ହସ୍ତୀର ସିନ୍ଦୁରାଦି—ଦ୍ୱାରା ସଜ୍ଜା —୪. Decking of an elephant with paint.
୫. (+ଭାବ. ତି) ଅଭ୍ୟୁଦୟ —୫. Rise.
୬. ମଙ୍ଗଳ —୬. Weal.
୭. ଉତ୍ପତ୍ତି — ୭. Birth.
୮. ଉତ୍କର୍ଷ —୮. Excellence.
୯. ସିଦ୍ଧି —୯. Success.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମୂଲ୍ୟ; ଦାମ୍ — Price.

ପ୍ରାଦେଶିକ - (ଭତରି ଭାଖା) ବିଶେଷ୍ୟ -

[ସମ୍ପାଦନା]

ମଜୁରି — Wages.