ଭୂତ ଉଠେଇବା
ଦେଖଣା
ଭୂତ ଉଠେଇବା
ଉଚ୍ଚାରଣ
[ସମ୍ପାଦନା]ଭୂତ ଡାକିବା, ଭୂତ ରାତିରେ ଉଠାଇବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଭୂତ ଉଠେଇବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନିଦ୍ରିତାବସ୍ଥାରେ ଶଯ୍ୟାରୁ ଉଠି ବାହାରେ ବିତରଣ କରିବାରୂପ ଏକ— ପ୍ରକାର ରୋଗ —(a disease) Somnambulism. sleep-walking.
[ ଦ୍ର—ଏ ରୋଗ— ଗ୍ରସ୍ତ ବ୍ୟକ୍ତି ନିଦ୍ରିତ ଥିବା ଅବସ୍ଥାରେ ତାକୁ କିଏ ଡାକୁଥିବା ପରି ସ୍ୱପ୍ନ ଦେଖି ନିଦ ମଳମଳ ହୋଇ ଶଯ୍ୟା ତ୍ୟାଗ କରି ଘରୁ ବବିର୍ଗତ ହୁଏ ଓ ନିଦ୍ରିତ ଅବସ୍ଥାରେ ନାନାକାର୍ଯ୍ୟ କରେ (ଯଥା—ଚାଲେ, ପାଣି ବୁହାଏ ଓ ଲେଖାପଢ଼ି କେରେ); କିନ୍ତୁ ପ୍ରକୃତରେ ଏ କାର୍ଯ୍ୟମାନ କରୁଥିଲା ବେଳେ ସେ ଶୋଇଥାଏ ଓ ନିଦ ଭାଙ୍ଗି ଗଲେ ଏ କଥାସବୁ ତାର ସ୍ମରଣ ନ ଥାଏ ଲୋକେ ବିଶ୍ୱାସ କରନ୍ତି ଯେ ସେ ଲୋକକୁ ଭୂତ ଉଠାଇ ନେଇ ପଛକୁ ହାଡ଼ଦ୍ୱାରା ପିଟ ମାରି ପକାଏ]