Jump to content

ଭୂତ କାରଖେନା

ଉଇକିଅଭିଧାନ‌ରୁ

ଭୂତ କାରଖେନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୂତି+ଫାରାସୀ - କାରଣାନାହ୍)

[ସମ୍ପାଦନା]
୧. ଯେଉଁ କାର୍ଯ୍ୟ ବା ଅନୁଷ୍ଠାନରେ ବହୁ ବୃଥା ପରିଶ୍ରମ କରାଯାଏ; ଉଦ୍ଦେଶ୍ୟ— ବିହୀନ ବା ଫଳବିହୀନ କାର୍ଯ୍ୟ —୧. A work of fruitless labour; a wild goose chase.
୨. ଅନିର୍ଦ୍ଦିଷ୍ଟସ୍ୱାମିକ ବିଷୟ —୨. An affair in which there in no master