ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍; ଭୁତ+ଗତ)
[ସମ୍ପାଦନା]
ପଞ୍ଚଭୂତରେ ପ୍ରବିଷ୍ଟ ବା ମିଳିତ —Reverting to the five elements from which all created things and beings were originally born.
[ ଦ୍ର—ହିନ୍ଦୁ ମତରେ ଏ ସୃଷ୍ଟି ପଞ୍ଚଭୂତଦ୍ୱାରା ନିର୍ମିତ ହୋଇଥାଏ ଓ ଶେଷରେ ପୁଣି ପଞ୍ଚଭୂତରେ ମିଳିତ ହୋଇ ବିଲୟ ଭଜେ ]