Jump to content

ଭୂତ ଗ୍ରସ୍ତ

ଉଇକିଅଭିଧାନ‌ରୁ

ଭୂତ ଗ୍ରସ୍ତ

ଉଚ୍ଚାରଣ

[ସମ୍ପାଦନା]
(ଭୂତଗ୍ରସ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍)

[ସମ୍ପାଦନା]

ଯାହାକୁ ଭୂତ ଲାଗିଥାଏ — Possessed of ghosts or evil spirits.