Jump to content

ଭୂତ ଛଡ଼ାଇବା

ଉଇକିଅଭିଧାନ‌ରୁ

ଭୂତ ଛଡ଼ାଇବା

ଉଚ୍ଚାରଣ

[ସମ୍ପାଦନା]

(ଭୂତ ଝାଡ଼ିବା—ଅନ୍ୟରୂପ)

(ଭୂତ ଛାଡ଼ିବା—ବି)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମନ୍ତ୍ର, ଯନ୍ତ୍ର, ଧୂପ ବା ପ୍ରହାରାଦିଦ୍ୱାରା ଯେଉଁ ବ୍ୟକ୍ତିକୁ ଭୂତ ଲାଗିଥାଏ ତା ଦେହରୁ ଭୂତକୁ ଦୂର କରାଇବା — ୧. To exorcise.
୨. (ଲକ୍ଷଣାର୍ଥ) ବ୍ୟକ୍ତିର ଦୁଷ୍ଟାମିକୁ ଜବଦ୍ କରିବା — ୨. To teach wicked person a lesson.