Jump to content

ଭୂତ ନାଥ

ଉଇକିଅଭିଧାନ‌ରୁ

ଭୂତ ନାଥ

ଉଚ୍ଚାରଣ

[ସମ୍ପାଦନା]

ଭୂତି ପତି, ଭୂତ ବାହନଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଭୂତ+ନାଥ)

[ସମ୍ପାଦନା]
୧. ଭୂତେଶ; ମହାଦେବ; ଶିବ —୧. Ṡiba.
୨. ବଟୁଳ ୨. Name of the leader of the attendants of Ṡiba.