ଭୂତ ବିଦ୍ୟା
ଦେଖଣା
ଭୂତ ବିଦ୍ୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଦେବ, ଅସୁର, ଗନ୍ଧର୍ବ, ଯକ୍ଷ, ପିଶାଚ, ନାଗ, ଗ୍ରହ, ଉପଗ୍ରହ ଆଦିଙ୍କ ପ୍ରଭାବରୁ ଉତ୍ପନ୍ନ ମାନସିକ ରୋଗମାନଙ୍କ ନିଦାନ ଓ ଉପାୟଆଲୋଚକ ଆୟୁର୍ବେଦର ଶାଖା (ହିନ୍ଦୀ - ଶ) —A branch of Hindu medical science dealing with mental diseases due to the influence of deities, ghosts, planets etc.