Jump to content

ଭୂତ ଭର୍ତ୍ତା

ଉଇକିଅଭିଧାନ‌ରୁ

ଭୂତ ଭର୍ତ୍ତା

ଉଚ୍ଚାରଣ

[ସମ୍ପାଦନା]

(ଭୂତଭୃତ୍—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ଭୂତ+ଭୃ ଧାତୁ+ତୃ; କ୍ୱିପ୍)

[ସମ୍ପାଦନା]

ଜୀବପାଳକ; ପୃଥିବୀସ୍ଥ ଜୀବମାନଙ୍କର ପାଳନକର୍ତ୍ତା — Maintaining the created beings.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଭଗବାନ; ନାରାୟଣ; ବିଷ୍ଣୁ; ପରମେଶ୍ୱର —୧. Bishṇu; God.
୨. ଶିବ — ୨. Ṡiba.