Jump to content

ଭୂତ ଭାବନ

ଉଇକିଅଭିଧାନ‌ରୁ

ଭୂତ ଭାବନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭୂତ+ଭୂ ଧାତୁ+ଣିଚ୍+କର୍ତ୍ତୃ. ଅନ)

[ସମ୍ପାଦନା]
୧. ଜୀବଜଗତର ସୃଷ୍ଟିକର୍ତ୍ତା ପରମେଶ୍ୱର — ୧. The Creator; God.
୨. ଶିବ; ମହାଦେବ — ୨. Ṡiba.
୩. ନାରାୟଣ; ବିଷ୍ଣୁ —୩. Biṡhṇu.
୪. ବ୍ରହ୍ମା —୪. Brahmā,
୫. ବଟୁକ ଭୈରବ — ୫. An attendant of Ṡiba.