Jump to content

ଭୂତ ମୟ

ଉଇକିଅଭିଧାନ‌ରୁ

ଭୂତ ମୟ

ଉଚ୍ଚାରଣ

[ସମ୍ପାଦନା]
(ଭୂତମୟୀ—ସ୍ତ୍ରୀଲିଙ୍ଗ) 

ସଂସ୍କୃତ - ବିଶେଷଣ - (ଭୂତ+ମୟ)

[ସମ୍ପାଦନା]

ପଞ୍ଚଭୌତିକ; ପଞ୍ଚଭୂତ ଉପାଦାନରେ ପୂର୍ଣ୍ଣ —Consisting of the five primordial material elements.