ଭୂତ ଲାଗିବା
ଦେଖଣା
ଭୂତ ଲାଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭୂତ ଲାଗିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ଲୋକଠାରେ ଭୂତାବେଶ ହେବା; ଡାହାଣୀ ଲାଗିବା —୧. Being possessed with an evil spirit.
[ ଦ୍ର—ସାଧାରଣତଃ ମାଈଚିଆ ଯୁବକ, ସ୍ୱାମୀବିରହିତା ଯୁବତୀ ଓ ଯୁବତୀବିଧବାମାନଙ୍କୁ ଭୁତ ବା ଡାହାଣୀ ଲାଗେ ଏମାନେ ଘନ ଘନ ମୂର୍ଚ୍ଛ ଯାଆନ୍ତି ଓ ପ୍ରଳାପ କରନ୍ତି ଏବଂ ଅଶେଷ ବଳପ୍ରକାଶ କରନ୍ତି; ଯଥା, ୨ ସେର ପାଣି ଭର୍ତ୍ତି ହୋଇଥିବା ଗରାର ଫନ୍ଦକୁ ଦାନ୍ତରେ କାମୁଡ଼ି ୧ ୨ ହାତ ଦୂରକୁ ଟେକି ନିଅନ୍ତି ସମୟେ ସମୟେ ଏ ରୋଗ ମାରାତ୍ମକ ହୁଏ ଏଥିପାଇଁ ଗଣିଆମାନେ ଯନ୍ତ୍ରତନ୍ତ୍ର ପ୍ରୟୋଗ, ନାନାପ୍ରକାର ଧୂପ (ଯଥା—ଅଡ଼ୁଆବାଳ ପୋଡ଼ା, ଝୁଣା, ଜନାର୍ଦ୍ଦନ ଧୂପ) ଓ ନୈବେଦ୍ୟ (ଯଥା ଛେନାପଣା) ଓ ବଳି ଦେଇ ଓ ସମୟ ସମୟରେ ପ୍ରହାରାଦି କରି ଭୂତଗ୍ରସ୍ତ ବ୍ୟକ୍ତିଠାରୁ ଭୂତ ଛଡ଼ାନ୍ତି ଭୂତ ଛାଡ଼ିଗଲେ ମନୁଷ୍ୟର ଚୈତନ୍ୟ ଲାଭ ହୁଏ]
- ୨. (ଲକ୍ଷଣାର୍ଥ) ବାତୁଳପରି ହେବା —୨. (figurative) Acting like a mad man.
- ୩. କ୍ରୋଧରେ ବାତୁଳ ପରି ହେବା —୩. Being maddened with rage.