ଭୂତ ଶୁଦ୍ଧି
ଦେଖଣା
ଭୂତ ଶୁଦ୍ଧି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଭୂତ+ଶୁଦ୍ଧି)
[ସମ୍ପାଦନା]- ୧. ପୂଜା ଆଦି ଅନୁଷ୍ଠାନରେ ମନ୍ତ୍ର ଓ ନ୍ୟାସାଦିଦ୍ୱାରା ଦେହ— ଶୋଧନ —୧. The ceremonial rite of purifying one's body before beginning the performance of any religious rite.
[ ଦ୍ର— ଏଥିରେ ଦେହର ଭିନ୍ନ ଭିନ୍ନ ଅଂଶକୁ ମନ୍ତ୍ରପାଠପୂର୍ବକ ସ୍ପର୍ଶ କରିବାକୁ ହୁଏ ବିନା ଭୂତଶୁଦ୍ଧିରେ ଦେବପୂଜା କରିବା ନିଷିଦ୍ଧ ]
- ୨. ଚୈତନ୍ୟ —୨. Consciousness.