Jump to content

ଭୂତ ସଞ୍ଚାର

ଉଇକିଅଭିଧାନ‌ରୁ

ଭୂତ ସଞ୍ଚାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଭୁତ+ସଞ୍ଚାର)

[ସମ୍ପାଦନା]

ଭୂତାବେଶ; କୌଣସି ବ୍ୟକ୍ତିର ଶରୀରେ ଭୂତ ପଶିବା; ଭୂତ ଲାଗିବା —Possession of a person's body by an evil spirit.