ଭୂତ ହାସ
ଏକ ପ୍ରକାର ପ୍ରବଳ ସନ୍ନିପାତ ରୋଗ [ ଏଥିରେ ରୋଗୀର ଇନ୍ଦ୍ରିୟମାନ ଅବଶ ହୁଏ, ରୋଗୀ ବହୁତ ପ୍ରଳାପ କରେ ଓ ହସେ (ହିନ୍ଦୀ - ଶ) ] —A kind of disease accompanied with delirium and loud laughing.