Jump to content

ଭୂଧର

ଉଇକିଅଭିଧାନ‌ରୁ

ଭୂଧର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଭୂ+ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ପର୍ବତ; ମହୀଧର —୧. Hill; mountain.
୨. ଆୟୁର୍ବେଦୋକ୍ତ ମନ୍ତ୍ରବିଶେଷ —୨. An incantation mentioned in the Ayurbeda.
୩. ଶେଷ ନାଗ; ଅନନ୍ତ ଦେବ —୩. The great serpent upholding the universe.
୪. ବଟୁକ ଭୈରବ; ଶିବଙ୍କ ପ୍ରଧାନ ଅନୁଚର —୪. The leader of the attendants of ṡiba.