Jump to content

ଭୂମିବଳା

ଉଇକିଅଭିଧାନ‌ରୁ

ଭୂମିବଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶାକତରୁ ବିଶେଷ —Sida Veronicifolia (plant. t)

[ଦ୍ରଷ୍ଟବ୍ୟ — ଏହି ଗୁଳ୍ମ ଭାରତର ଗ୍ରୀଷ୍ମ ପ୍ରଧାନ ଅଞ୍ଚଳରେ ଏବଂ ସିଂହଳରେ ଘାସମୟ ସ୍ଥଳମାନଙ୍କରେ ବା ପଡ଼ିଆ ଭୂମିରେ ହୁଏ; ଏ ବହୁକାଳ ସ୍ଥାୟୀ; ଏହାର ଶାଖା ଲମ୍ୱା ଓ ସିଧା ଭାବରେ ବଢ଼େ ପତ୍ରଗୁଡ଼ିକ ଓସାରିଆ ଓ ଅଣ୍ଡାକାର; ଫୁଲ ଛୋଟ, ଫୁଲର ରଙ୍ଗ ଧଳା ଓ ହଳଦିଆ ମିଶା; ପାଖୁଡ଼ାଗୁଡ଼ିକ ବିସ୍ତୁତ

ଏହାର ପତ୍ର ଫୁଲ ଓ ଫଳ କଟା ଘାଆ, ଉଦରମୟ ଅଜୀର୍ଣ୍ଣ ଓ ପ୍ରସ୍ରାବପୋଡ଼ାର ଔଷଧରେ ଲାଗେ]