Jump to content

ଭୂମିଷ୍ଠ

ଉଇକିଅଭିଧାନ‌ରୁ

ଭୂମିଷ୍ଠ

ଉଚ୍ଚାରଣ

[ସମ୍ପାଦନା]
(ଭୂମିଷ୍ଠା—ସ୍ତ୍ରୀଲିଙ୍ଗ) — 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭୂମି+ସ୍ଥା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ପ୍ରସ୍ତୁତ; ଉତ୍ପନ୍ନ; ଜାତ —୧. Born.
୨. ଭୂମିଶାୟିତ — ୨. Lying prostrate on the ground.
୩. ପ୍ରଣତ —୩. Bowing; stooping with the face turned towards the ground.