ଭୂମି କମ୍ପ
ଦେଖଣା
ଭୂମି କମ୍ପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ; ଭୁମି+କମ୍ପ)
[ସମ୍ପାଦନା]ପୃଥିବୀର ଅଭ୍ୟନ୍ତିରସ୍ଥ ଗଳିତ ଧାତୁ ଆଦିର ଆଲୋଡ଼ନଜନିତ ପୃଥିବୀ ପୃଷ୍ଠନ କମ୍ପନ —Earthquake.
[ଦ୍ରଷ୍ଟବ୍ୟ — ସାଧାରଣ ଲୋକଙ୍କର ବିଶ୍ୱାସ ଯେ ପୃଥିବୀର ଟେକି ଧରିଥିବା ବାସୁକୀ କଡ଼ ଲେଉଟାଇବାରୁ ଭୁମିକମ୍ପ ହୁଏ; କିନ୍ତୁ ପୃଥିବୀ ପ୍ରଥମେ ଅତି ଉଷ୍ଣ ଅଗ୍ନିମୟ ତରଳ ବସ୍ତୁ ଥିଲା, ତାହା କାଳକ୍ରମେ ଅଣ୍ଡା ହୋଇ ଜୀବଙ୍କ ବାସଉପଯୋଗୀ ହୋଇଅଛି ତଥାପି ଏହାର ଗର୍ଭ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଅଗ୍ନିମୟ ରହିଅଛି ବେଳେ ବେଳେ ଏହି ଭୁଗର୍ଭସ୍ଥ ଅଗ୍ନିଦ୍ୱାରା ଉତ୍ତପ୍ତ ଓ ତରଳ ଧାତୁ ଆଦି ଆଗ୍ନେୟଗିରିର ମୁଖ ବାଟେ ବାହାରକୁ ବାହାରେ ଭୁଗର୍ଭସ୍ଥ ଉତ୍ତପ୍ତ ତରଳ ବସ୍ତୁ ବାହାରକୁ ବାହାରିବା ଉପଲକ୍ଷରେ ଭୁମି ଦୋହୋଲି ଯାଏ, ଏହାକୁ ଭୁମିକମ୍ପ କହନ୍ତି]