Jump to content

ଭୂମି ଦାନ

ଉଇକିଅଭିଧାନ‌ରୁ

ଭୂମି ଦାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଭୂମି+ଦାନ)

[ସମ୍ପାଦନା]

ବ୍ରାହ୍ମଣକୁ ଜମି ଦେବା — Gift of land (to a Brāhmaṇa); grant of land (to a Brāhmaṇa.)